breakingnews ବଦଳିଲା କଟକ ଜିଲ୍ଲାପାଳଙ୍କ ନିଷ୍ପତି : ଟିକା ନନେଲେ ବି କଟିବନି ଦରମା, ସ୍ୱଚ୍ଛାକୃତ ଭାବେ ଟିକା ନେବାକୁ ଆହ୍ୱାନ ଦେଲେ ଜିଲ୍ଲାପାଳ ଭବନୀ ଶଙ୍କର ଚଇନି; ପୂର୍ବରୁ ଟିକା ନନେଲେ ଦରମା କଟିବ ବୋଲି ଚିଠି ଲେଖିଥିଲେ ଜିଲ୍ଲାପାଳ Advertisment February 06, 2021, 02:56 PM IST 06 Feb 2021 14:56 IST Rituparna Routray Follow Us