ପ୍ରମୋଦଙ୍କୁ ମିଳିଲା ୬ କୋଟି । ପାରାଲିମ୍ପିକ୍ସରୁ ସୁନା ନେଇ ଫେରିବା ପରେ ପ୍ରମୋଦ ଭଗତଙ୍କୁ ୬ କୋଟି ପ୍ରଦାନ । ପ୍ରମୋଦଙ୍କୁ ୬ କୋଟି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳିଙ୍ଗ ହକି ଷ୍ଟାଡିୟମରେ ପୁରସ୍କାର ରାଶି ପ୍ରଦାନ କରାଗଲା । ପୁରସ୍କାର ସହ ଗ୍ରୁପ ଏ ସ୍ତରର ଚାକିରି ବି ମିଳିଲା
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)