breakingnews ପ୍ରବଳ ବର୍ଷା ଯୋଗୁଁ ପାଣିରେ ଭାସିଲା ପାଚିଲା ଧାନ : ନୟାଗଡ଼, ପିପିଲି, କୃଷ୍ଣପ୍ରସାଦ ଅଂଚଳରେ ବିଲରେ ଜମିଲା ପାଣି; କିଛି ସ୍ଥାନରେ ପାଣିରୁ ଅମଳ କରିବାକୁ ପ୍ରୟାସ କରୁଛି ଚାଷୀ, ଅମଳ ବେଳେ ବର୍ଷା, ଚାଷୀକୁ କଲା ହନ୍ତସନ୍ତ Advertisment December 05, 2021, 01:39 PM IST 05 Dec 2021 13:39 IST Rituparna Routray Follow Us