breakingnews ପାର୍ବଣରେ ବର୍ଷା ଭୟ : ଆସନ୍ତା ୪୮ ଘଂଟାରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ, ପରବର୍ତି ସମୟରେ ଅଧିକ ଘନୀଭୁତ ହେବା ସମ୍ଭାବନା; ଭାରତୀୟ ପାଣିପାଗ ବିଭାଗର ଆକଳନ, ସେପଟେ ଆସନ୍ତାକାଲିଠୁ ୩ ଦିନ ଶୁଖିଲା ପାଗ ନେଇ ପୂର୍ବାନୁମାନ Advertisment October 19, 2023, 01:34 PM IST 19 Oct 2023 13:34 IST Rituparna Routray Follow Us