""
breakingnews ପାଣିକୁ ଡେଇଁଲେ ପ୍ରେମୀଯୁଗଳ! ନୂଆପଡା ଗୋଧସ୍ ଜଳପ୍ରପାତ ଉପରୁ ତଳକୁ ଡେଇଁଲେ ଯୁବକ ଯୁବତୀ । ପାଣିକୁ ଡେଇଁବା ପରେ ଉଭୟ ଯୁବକ ଯୁବତୀ ନିଖୋଜ । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମବାହିନୀ ପହଞ୍ଚି ଖୋଜାଖୋଜି ଜାରି ରଖିଛି । Advertisment September 26, 2021, 03:45 PM IST 26 Sep 2021 15:45 IST Tusar Samantaray Follow Us