breakingnews ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ : କେହି ନଥିବା ବେଳେ ଘରେ ପଶି ଜୋର ଜବରଦସ୍ତ କରୁଥିଲା ଦୁର୍ବୃତ, ପ୍ରତିବାଦ କରିବାରୁ ପିଡ଼ିତକୁ ପିଢାରେ ପିଟି ଫଠାଇଲା ମୁଣ୍ଡ; ଗୁରୁତର ଅବସ୍ଥାରେ ଡ଼ାକ୍ତରଖାନାରେ ଭର୍ତି, ପୁରୀ ଜିଲ୍ଲା ଗୋପ ଥାନା ଅଂଚଳରେ ଚାଂଚଲ୍ୟ 16 Mar 2021 14:37 IST Rituparna Routray Follow Us