ଦିଲ୍ଲୀରେ ବାୟୁ ପ୍ରଦୂଷଣ ରୋକିବା ପାଇଁ କରାଯିବ କୃତ୍ରିମ ବର୍ଷା । ନଭେମ୍ବର ୨୦ରୁ କୃତ୍ରିମ ବର୍ଷା କରାଇବାକୁ ନିଷ୍ପତି । ଆଜି ସୁପ୍ରିମକୋର୍ଟଙ୍କୁ ଜଣାଇବେ ଦିଲ୍ଲୀ ସରକାର । ଅନୁମୋଦନକୁ ମଂଜୁରୀ ମିଳିଲେ ଦେଶରେ ପ୍ରଥମ ଥର କ୍ଲାଉଡ ସିଡିଂ ଜରିଆରେ ହେବ ବର୍ଷା ।
Advertisment
Follow Us