breakingnews ଡିଆରଡିଓ ତଥ୍ୟ ଲିକ୍ ଘଟଣାରେ ଆଉ ଜଣେ ଗିରଫ । ଗିରଫ ଅଭିଯୁକ୍ତ ହେଲେ ସଚିନ୍ କୁମାର । ପୂର୍ବରୁ ଗିରଫ ହୋଇଛନ୍ତି ୪ ଜଣ ଠିକା କର୍ମଚାରୀ । ବର୍ତ୍ତମାନ ସୁଦ୍ଧା ଘଟଣାରେ ୫ଜଣ ଗିରଫ । 16 Sep 2021 14:53 IST Rituparna Routray Follow Us