""
breakingnews ଝଗଡ଼ା ସମାଧାନ କରିବାକୁ ଯାଇ ଚାଲିଗଲା ଜୀବନ । ପଡ଼ୋଶୀଙ୍କ ଝଗଡ଼ା ମେଣ୍ଟାଇବାକୁ ଯାଇ ହେଲେ ଛୁରାମାଡ ଶିକାର । ଏପରି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଆସ୍କା କୋଟିନଡ଼ା ଥାନା ଅନ୍ତର୍ଗତ ପଢ଼ାଳ ଗାଁରେ । Advertisment April 07, 2024, 08:05 AM IST 07 Apr 2024 08:05 IST Anupama Rout Follow Us