ଜୀବନ ସଂଘର୍ଷରେ ହାରିଗଲେ ଉନ୍ନାଓ ଦୁଷ୍କର୍ମ ପୀଡିତା । ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର । ମୃତ୍ୟୁ ପୂର୍ବରୁ ଭାଇକୁ କହିଥିଲେ, ମୁଁ ବଂଚିବାକୁ ଚାହେଁ, ଦୋଷୀଙ୍କୁ କଠୋର ଦଣ୍ଡ ମିଳୁ । ଦୁଷ୍କର୍ମ ପୀଡ଼ିତାଙ୍କୁ ପେଟ୍ରୋଲ ଢାଳି ଜିଅନ୍ତା ଜାଳିବାକୁ ଉଦ୍ୟମ କରିଥିଲେ ଦୁର୍ବୃତ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe