ଜାଲ ଜାତିଗତ ପ୍ରମାଣ ପତ୍ର ଦେଇ ହରାଇଲେ ଚାକିରୀ । ମାଲକାନାଗିରି କଲ୍ୟାଣ ବିଭାଗର ବରିଷ୍ଠ କିରାଣି ଲକ୍ଷ୍ମୀପ୍ରିୟା ବେହେରାଙ୍କୁ ବହିଷ୍କାର କଲେ ଜିଲ୍ଲାପାଳ । ଚାକିରୀ କାଳରେ ନେଇଥିବା ସମସ୍ତ ଦରମା ଫେରାଇବାକୁ ନିର୍ଦ୍ଦେଶ । ଦକ୍ଷୀଣାଂଚଳ ରାଜସ୍ୱ କମିଶନଙ୍କ ନିର୍ଦ୍ଦେଶ ପରେସାମ୍ନାକୁ ଆସିଲା ୨୪ ବର୍ଷ ତଳର ଜାଲିଆତି ।
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)