ଜାତି ଭିତିକ ଜନଗଣନା ଦାବିରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ୧୦ଟି ଦଳର ନେତା । ନେତୃତ୍ୱ ନେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର । ପୂର୍ବରୁ ଜାତି ଭିତିିକ ଜନଗଣନା ହୋଇପାରିବନି ବୋଲି ସଂସଦରେ କହିଥିଲେ ସରକାର

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe