ଚାଷୀ ଆନ୍ଦୋଳନରେ କୃଷକ ମୃତ୍ୟୁକୁ ବିଦ୍ରୁପ କଲେ ହରିୟାଣା ମନ୍ତ୍ରୀ । ହରିୟାଣା କୃଷି ମନ୍ତ୍ରୀ ଜୟପ୍ରକାଶ ଦଲାଲ କହିଲେ ଘରେ ଥିଲେ ବି ମରିଥାନ୍ତେ ଚାଷୀ । କଂଗ୍ରେସ କହିଲା ସମ୍ବେଦନହୀନ ଓ ସଂସ୍କାରହୀନ ବୟାନ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe