ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ୩୪୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର । ବାତ୍ୟାକୁ ଦୃଷ୍ଟିରେ ରଖି ୪୮ଟି ଗାଁରୁ ଲୋକଙ୍କୁ ସ୍ଥାନାନ୍ତର । ପଞ୍ଚାୟତ ଗୃହ ଓ ସ୍କୁଲରେ ଲୋକଙ୍କୁ ଆଶ୍ରୟ ବ୍ୟବସ୍ଥା । ଅଘଟଣ ଏଡାଇବାକୁ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ଚାଲିଛି ସ୍ଥାନାନ୍ତର । ଗଜପତିରେ ପବନ ବୋହିବା ସହ ଆରମ୍ଭ ହୋଇଛି ଝିପିଝିପି ବର୍ଷା ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe