ଗଂଜାମ ଦିଗପହଣ୍ଡିରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଉତେଜନା : ପଦାରେ ପଡ଼ିଲା ବିଜେଡ଼ିର ଗୋଷ୍ଠୀ କନ୍ଦଳ, ନିର୍ବାଚନ ବନ୍ଦ ଘୋଷଣା ପରେ ଧାରଣାରେ ବସିଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ସମର୍ଥକ; ରାସ୍ତାରେ ଟାୟାର ଜାଳି ପ୍ରତିବାଦ୍, ହାରିବା ଭୟରେ ୧୦ ମିନିଟ୍ ପୂର୍ବରୁ ନିର୍ବାଚନ ବନ୍ଦ କରାଯାଇଥିବା ଅଭିଯୋଗ
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)