""
breakingnews କ୍ରମାଗତ ୫ ଦିନ ହେବ ବଢ଼ି ଚାଲିଛି ତେଲ ଦର । ଆଜି ପୁଣି ପେଟ୍ରୋଲ ୩୬ ପଇସା ଓ ଡିଜେଲ ୩୯ ପଇସା ମହଙ୍ଗା । ଭୁବନେଶ୍ୱରରେ ୧୦୮ ଟଙ୍କା ୫୫ ପଇସାରେ ପହଞ୍ଚିଲା ପେଟ୍ରୋଲ, ୧୦୫ ଟଙ୍କା ୯ ପଇସା ଡିଜେଲ । Advertisment October 24, 2021, 09:12 AM IST 24 Oct 2021 09:12 IST Tusar Samantaray Follow Us