କେନ୍ଦ୍ରାପଡାରେ କାନ୍ଥ ଭୁଶୁଡି ୨ଜଣଙ୍କ ମୃତ୍ୟୁ ହୋଇଛି । ପାଟକୁରା ବଡବେତରା ଗାଁରେ କାନ୍ଥ ପଡି ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଉଛନ୍ତି ୬୨ ବର୍ଷୀୟ ଅଭୟ ମହାପାତ୍ର । ସେହିପରି ଡେରାବିଶର ଢିହସାହିରେ କାନ୍ଥ ଭୁଶୁଡି ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଉଛନ୍ତି ୬୦ବର୍ଷୀୟା ନର୍ମଦା ପୃଷ୍ଟି ।
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)