breakingnews କେନ୍ଦୁଝରରେ ବଣୁଆ ହାତୀ ପଲଙ୍କ ଆତଙ୍କ : ଧାନ ଫସଲ ଖାଇବା ସହ ନଷ୍ଟ କରୁଛନ୍ତି ୧୮ଟିକିଆ ହାତୀପଲ, ଟର୍ଚ୍ଚ ଲାଇଟ୍, ମଶାଲ, ନିଆଁ ହୁଳା ଦେଖାଇ ହାତୀ ଘଉଡ଼ାଉଛନ୍ତି ଗାଁଲୋକ; ଏପର୍ଯ୍ୟନ୍ତ ଗାଁରେ ପହଂଚିନି ବନବିଭାଗ ଟିମ୍ Advertisment October 17, 2023, 01:50 PM IST 17 Oct 2023 13:50 IST Rituparna Routray Follow Us