କିଛି ଦିନ ହେଲା ସାରା ରାଜ୍ୟରୁ ପୁଳା ପୁଳା ବ୍ରାଉନ ସୁଗର ଜବତ କରୁଛି ପୋଲିସ : କୋଲକାତାରୁ ବାଲେଶ୍ୱର, ଜଳେଶ୍ୱର ଦେଇ ଓଡିଶାକୁ ଧଳାଜହର ଆସୁଥିବା କହିଥିଲେ ସିପି; ଏବେ କନକନ୍ୟୁଜ କ୍ୟାମେରାରେ ନିଶାଡି କହିଲା , କେମିତି ଗୋଟିଏ ଫୋନକଲରେ ଆସି ପହଁଚି ଯାଉଛି ନିଶାଦ୍ରବ୍ୟ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe