""
breakingnews କାର୍ଯ୍ୟରେ ଅବହେଳା ଯୋଗୁଁ କଠୋର ହେଲା ବିଏମସି । ଅଧଘଣ୍ଟା ବିଳମ୍ବରେ ଆସିଲେ କର୍ମଚାରୀଙ୍କ କଟିବ ଦରମା । ଜରୁରୀକାଳୀନ ଅସୁବିଧା ପାଇଁ ୧୫ ମିନିଟ୍ ସମୟ ।୯ଟା ୪୫ରୁ ୧୦ଟା ୧୫ ଭିତରେ ଅଫିସରେ ପହଞ୍ଚିବାକୁ କମିଶନରଙ୍କ ନିର୍ଦ୍ଦେଶ । 30 Dec 2023 12:16 IST Anupama Rout Follow Us