breakingnewsକରଞ୍ଜିଆ ସବଟ୍ରେଜେରି ଅଫିସରେ ଅଗ୍ନିକାଣ୍ଡ । ଭୋର ସମୟରେ ଅଫିସ ରୁମରେ ଲାଗିଗଲା ନିଆଁ । ଅଗ୍ନିକାଣ୍ଡ ଯୋଗୁଁ ଅଫିସରେ ଥିବା ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନଷ୍ଟ । ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗି ଯାଇଥିବା ସୂଚନା ଦେଲେ କରଞ୍ଜିଆ ଅଗ୍ନିଶମ ଅଧିକାରୀ ।byRituparna RoutraybyRituparna Routray 28 Sep 2021 07:46 IST Link copied!Copy failed!byRituparna RoutraybyRituparna Routray 28 Sep 2021 07:46 IST Link copied!Copy failed!