breakingnews ଏସିଏଫ ସୌମ୍ୟରଂଜନ ମୃତ୍ୟୁ ମାମଲା : ବିଦ୍ୟା ଭାରତୀଙ୍କର ଚାଲିଛି ଲାଏ ଡିଟେକ୍ସନ ଟେଷ୍ଟ, ଭୁବନେଶ୍ୱର ଏସଏଫଏସଏଲରେ ମିଛଧରା ପରୀକ୍ଷା; ୧୬୧ରେ ରେକର୍ଡ ହୋଇଥିବା ବୟାନ ସତ ନା ମିଛ ଜାଣିବାକୁ ପ୍ରୟାସ 20 Sep 2021 13:35 IST Rituparna Routray Follow Us