breakingnews ଏମାର ମଠରେ ନୂଆ ଟ୍ରଷ୍ଟକୁ ଦାୟିତ୍ୱ ହସ୍ତାନ୍ତର ପ୍ରସଙ୍ଗ : ମାଜିଷ୍ଟ୍ରେଟ ଓ ପୋଲିସ ଉପସ୍ଥିତିରେ ମଠରେ ପ୍ରବେଶ କଲେ ନୂଆ ଟ୍ରଷ୍ଟର ସଦସ୍ୟ; ଆଗରୁ ଦାୟିତ୍ୱ ହସ୍ତାନ୍ତର ପାଇଁ ସହଯୋଗ କରୁନଥିଲେ ମଠ ମହନ୍ତ Advertisment April 09, 2021, 02:48 PM IST 09 Apr 2021 14:48 IST Rituparna Routray Follow Us