""
breakingnews ଏକମୋରେ ଚିକିତ୍ସିତ ହେଉଥିବା ଅମ୍ରିତ ପ୍ରଧାନଙ୍କ ଫୁସଫୁସ୍ ପ୍ରତିରୋପଣ । ଚେନ୍ନାଇର ଏକ ହସ୍ପିଟାଲରୁ ଫୁସଫୁସ୍ ଯୋଗାଡ଼ ପରେ ଚାଲିଛି ଅପରେସନ । ସଫଳ ଅସ୍ତ୍ରପଚାର ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିବାକୁ ଅନୁରୋଧ କଲେ ପରିବାର । 24 Oct 2021 09:13 IST Tusar Samantaray Follow Us