ଉପରମୁଣ୍ଡରେ ବର୍ଷା ଯୋଗୁ ଖୋଲିବ ହୀରାକୁଦ ଗେଟ୍ । ପର୍ଯ୍ୟାୟକ୍ରମେ ୬ଟି ଗେଟ୍ ଖୋଲିବ । ଦିନ ୩ଟାରୁ ବାଜିବ ସାଇରନ୍, ଅପରାହ୍ଣ ୫ଟାରୁ ଖୋଲିବ ଗେଟ୍ । ନଦୀ ଭିତରକୁ ନଯିବାକୁ ସତର୍କ କଲେ ଡ୍ୟାମ୍ କର୍ତ୍ତୃପକ୍ଷ । ମୁଣ୍ଡଳିରେ ବନ୍ୟାଜଳ ପହଞ୍ଚିବାକୁ ଲାଗିବ ୩୬ଘଣ୍ଟା ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe