breakingnewsଉପରମୁଣ୍ଡରେ ବର୍ଷା ଯୋଗୁ ଖୋଲିବ ହୀରାକୁଦ ଗେଟ୍ । ପର୍ଯ୍ୟାୟକ୍ରମେ ୬ଟି ଗେଟ୍ ଖୋଲିବ । ଦିନ ୩ଟାରୁ ବାଜିବ ସାଇରନ୍, ଅପରାହ୍ଣ ୫ଟାରୁ ଖୋଲିବ ଗେଟ୍ । ନଦୀ ଭିତରକୁ ନଯିବାକୁ ସତର୍କ କଲେ ଡ୍ୟାମ୍ କର୍ତ୍ତୃପକ୍ଷ । ମୁଣ୍ଡଳିରେ ବନ୍ୟାଜଳ ପହଞ୍ଚିବାକୁ ଲାଗିବ ୩୬ଘଣ୍ଟା ।byRituparna RoutraybyRituparna Routray 14 Sep 2021 11:45 IST Link copied!Copy failed!byRituparna RoutraybyRituparna Routray 14 Sep 2021 11:45 IST Link copied!Copy failed!