breakingnews ଉତରାଖଣ୍ଡରେ ଭୟଙ୍କର ହିମସ୍ଖଳନ ପରେ ହାଇ ଆଲର୍ଟ ଜାରି : ଭାରତ ଚୀନ୍ ସୀମା ଚମୋଲି ନିକଟରେ ହୋଇଛି ହିମସ୍ଖଳନ; ୨ ମୃତ, ୮ ନିଖୋଜ, ୩୮୪ ଶ୍ରମିକ ଉଦ୍ଧାର, ସ୍ଥିତି ସମୀକ୍ଷା କଲେ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ 24 Apr 2021 14:26 IST Rituparna Routray Follow Us