breakingnewsଆରମ୍ଭ ହୋଇନି ମତଦାନ, ଫେରିଗଲେ ଭୋଟର । ପିପିଲିର ୨ଟି ବୁଥରେ ଇଭିଏମ୍ ଅଚଳ, ଆରମ୍ଭ ହୋଇପାରିନି ମତଦାନ । ୨୦୩ନଂ ବୁଥରେ ଇଭିଏମ୍ ଅଚଳ । ନୂଆଶାସନ ପଞ୍ଚାୟତର ଦକ୍ଷିଣସାହିରେ ଇଭିଏମ୍ ଅଚଳ । ସିରିଆପୁରର ୧୯୭ନଂ ବୁଥରେ ଇଭିଏମ୍ ଅଚଳ । ଯାନ୍ତ୍ରିକ ତ୍ରୁଟି ଥିବା ପୁଲିଂ ଅଧିକାରୀଙ୍କ ସୂଚନା ।byRituparna RoutraybyRituparna Routray 30 Sep 2021 08:08 IST Link copied!Copy failed!byRituparna RoutraybyRituparna Routray 30 Sep 2021 08:08 IST Link copied!Copy failed!