ଆଜିଠୁ ଆରମ୍ଭ ହେବ କରୋନା ପାଇଁ ଅଧାରୁ ଅଟକିଥିବା ଆଇପିଏଲ । ରାତି ସାଢ଼େ ୭ଟାରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ । ୪ ମାସ ପରେ ଆରମ୍ଭ ହେବ ୧୪ତମ ସଂସ୍କରଣର ଦ୍ୱିତୀୟ ଭାଗ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe