ଆଜି ପ୍ରକାଶ ପାଇଲା ଯୁକ୍ତ ୨ କଟ ଅଫ ମାର୍କ । www.samsodisha.gov.in ପୋର୍ଟାଲରେ ଉପଲବ୍ଧ ହେଲା ତାଲିକା । ଅଗଷ୍ଟ ୧୨ ତାରିଖରୁ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ଆବେଦନ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe