ଆଜି ପବିତ୍ର ରାକ୍ଷୀ ପୁର୍ଣ୍ଣିମା । ଶ୍ରୀମନ୍ଦିରରେ ହେବ ଦୁଇଟି ସ୍ୱତନ୍ତ୍ର ନୀତି । ଜଗା-ବଳିଆଙ୍କୁ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା । ପାଳନ ହେବ ହଳଧରଙ୍କ ଜନ୍ମୋତ୍ସବ । ସେପଟେ ବଳଦେବଜିଉ ମନ୍ଦିରରେ ସ୍ୱତନ୍ତ୍ର ପ୍ରସ୍ତୁତି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe