ଶେଷ ହେଲା ଅଷ୍ଟମ ରାଉଣ୍ଡ ଗଣତି । ଦେଖନ୍ତୁ, କେଉଁ ପ୍ରାର୍ଥୀଙ୍କୁ ମିଳିଛି କେତେ ଭୋଟ୍?

9

କନକ ବ୍ୟୁୁରୋ: ପିପିଲି ପାଇଁ ଭୋଟଗଣତି ଚାଲିଥିବା ବେଳେ ବିଜେଡି ପ୍ରତି ରାଉଣ୍ଡରେ ଆଗୁଆ ରହିବା ସହ ବିଜୟ ଅଭିମୁଖେ ପାଦ ବଢାଉଛି । ଅନ୍ୟପଟେ ବିଜେପି ସେଭଳି ଟକ୍କର ଦେବାରେ ଏଯାବତ ବିଫଳ ହୋଇଛି । କଂଗ୍ରେସ ଆଶାନୁରୂପକ ପ୍ରଦର୍ଶନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି । ତେବେ ନଜର ପକାନ୍ତୁ, ଏପର୍ଯ୍ୟନ୍ତ କେଉଁ ପ୍ରାର୍ଥୀ ପାଇଛନ୍ତି କେତେ ଭୋଟ୍…

ଅଷ୍ଟମ ରାଉଣ୍ଡ ସୁଦ୍ଧା

  • ଆଶ୍ରିତ ପଟ୍ଟନାୟକ (ବିଜେପି) – ୨୨,୬୦୧ ଭୋଟ୍
  • ବିଶ୍ୱକେଶନ ହରିଚନ୍ଦନ (କଂଗ୍ରେସ) – ୨୧୨୨ ଭୋଟ୍
  • ରୁଦ୍ର ମହାରଥୀ  (ବିଜେଡି) – ୩୧,୪୫୭ ଭୋଟ୍
  • ଅଶୋକ ପ୍ରଧାନ (ସିପିଆଇ-ଏମ ଏଲ)- ୩୩୧ ଭୋଟ୍
  • ଜୟପ୍ରକାଶ ସେଠୀ (ଅଖିଲ ଭାରତୀୟ ହିନ୍ଦୁ ମହାସଭା) – ୧୫୬ ଭୋଟ୍
  • ପିଙ୍କଲିନ୍ ମହାନ୍ତି (କଳିଙ୍ଗ ସେନା)-୪୪ ଭୋଟ୍
  • ମହମ୍ମଦ ଇମ୍ମାଉଦ୍ଦିନ (ରପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ) – ୯୮ ଭୋଟ୍
  • ନଗେନ୍ଦ୍ର ନାଥ ମିଶ୍ର (ସ୍ୱାଧୀନ)- ୧୧୩ ଭୋଟ୍
  • ସୁଲୋଚନା ସାହୁ (ସ୍ୱାଧୀନ) – ୯୮ ଭୋଟ୍
  • ସ୍ୱପ୍ନେଶ୍ୱର ନାୟକ (ସ୍ୱାଧୀନ) – ୧୫୦ ଭୋଟ୍
  • ନୋଟ୍ – ୨୯୮ ଭୋଟ୍