୫୦୦ ଟଙ୍କା ବଢିଲା ମିଶନ ଶକ୍ତି କର୍ମକର୍ତ୍ତାଙ୍କ ବୈଠକ ଦେୟ । ଉପକୃତ ହେବେ ୧,୨୬,୦୧୦ କର୍ମକର୍ତ୍ତା, ୨୦୨୩ ଅକ୍ଟୋବରରୁ ପିଛିଲା ଭାବେ ହେବ ଲାଗୁ । By Anupama Rout On Mar 11, 2024 - 11:03 AM 5 Share 5 Share FacebookTwitterGoogle+WhatsAppTelegramEmailPrint