ହୋଶ୍ ଉଡ଼ାଇଲା ୫ଟି ସଚିବଙ୍କ ହେଲିକପ୍ଟର ଖର୍ଚ୍ଚ : ଜାନୁଆରୀରୁ-ଜୁନ, ଖର୍ଚ୍ଚ ହୋଇଛି ପାଖାପାଖି ୫ ଶହ କୋଟି, ବିବାହ ଭୋଜି ଓ ବେସରକାରୀ କାମରେ ହେଲିକପ୍ଟର ବ୍ୟବହାର ହୋଇଥିବା କହି ଘେରିଲା ବିଜେପି; କଂଗ୍ରେସ କହିଲା ଚାଲିଛି ଅଫିସର ରାଜ; ସଚିବ, ଲୋକଙ୍କ କଥା ବୁଝୁଥିବା କହିଲା ବିଜେଡି By Rituparna Routray On Sep 2, 2023 - 1:58 PM 0 Share 0 Share FacebookTwitterGoogle+WhatsAppTelegramEmailPrint