ହାତୀ ପାଇଁ ୧୧ ଘଂଟା ରେଂଜର ଓ ଫରେଷ୍ଟର ଅଟକ : ଅନଗୁଳ ବନାଂଚଳ ଜରାରପୁରର ଦୁଇ ବନ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ , ଦୀର୍ଘ ଦିନ ହେଲା ଅଂଚଳରେ ଉତ୍ପାତ କରୁଛନ୍ତି ହାତୀପାଲ; ଫସଲ ନଷ୍ଟ ସହ ହେଉଛି ଧନ ଜୀବନ ନଷ୍ଟ

9