breakingnewsହଟ୍ଟଗୋଳ ଭିତରେ ବିଧାନସଭାରେ ତିନୋଟି ବିଲ୍ ପାରିତ । ଓଡିଶା ବୈଷୟିକ ଗବେଷଣା ବିଶ୍ୱବିଦ୍ୟାଳୟ ବିଲ, ଓଡିଶା ବିନିଯୋଗ ଅଧିନିୟମ ବିଲ୍ ଏବଂ ଓଡିଶା ସହର ଯୋଜନା ଓ ଅଭିବୃଦ୍ଧି ନ୍ୟାସ ସଂଶୋଧନ ବିଲ୍ ଗୃହରେ ପାରିତ । ବିଲ ପାରିତ ସମୟରେ କଂଗ୍ରେସର କକ୍ଷ ତ୍ୟାଗ । ସୋମବାର ସକାଳ ସାଢେ ୧୦ଟା ଯାଏଁ ଗୃହ ମୁଲତବୀ ।byTusar SamantaraybyTusar Samantaray 04 Sep 2021 17:26 IST Link copied!Copy failed!byTusar SamantaraybyTusar Samantaray 04 Sep 2021 17:26 IST Link copied!Copy failed!