ସୁପ୍ରିମକୋର୍ଟରେ ଚାଷୀ ଆନ୍ଦୋଳନ : ୨୬ର ଟ୍ରାକ୍ଟର ରାଲି ନେଇ ବୁଧବାରକୁ ଘୁଚିଂଲା ଶୁଣାଣି;କୋର୍ଟ କହିଲେ, ପୁଲିସର ଅନୁମତିରେ ରାମଲିଳା ମୈଦାନରେ କରିପାରିବେ ପ୍ରଦର୍ଶନ, ସହରକୁ କେତେ ଲୋକ ଆସିବେ ଏବଂ କେମିତି ଆସିବେ ସେନେଇ ନିଷ୍ପତି ନେବ ପୋଲିସ

3