breakingnews ଶାଳିଆ ନଦୀରେ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର । ୪୮ଘଣ୍ଟା ପରେ ଚରଣ ବେହେରାଙ୍କ ମୃତଦେହ ଉଦ୍ଧାର । ବାଣପୁର ବେଙ୍ଗରାଜ ପଲ୍ଲୀ ଗାଁ ନିକଟ ଶାଳିଆ ନଦୀରୁ ଉଦ୍ଧାର । ମାଣିକପୁର ନିକଟ ନଦୀରେ ଭାସିଯାଇଥିଲେ ବୃଦ୍ଧ । ନଦୀରେ ପାଖାପାଖି ୫କିମି ଦୂରରୁ ମୃତଦେହ ଉଦ୍ଧାର by Rituparna Routray by Rituparna Routray 22 Sep 2021 10:56 IST Link copied! Copy failed! by Rituparna Routray by Rituparna Routray 22 Sep 2021 10:56 IST Link copied! Copy failed!