ରାୟଗଡ଼ା ଜିଲ୍ଲାରେ ଅଧାରୁ ପାଠ ଛାଡ଼ୁଥିବା ଗରିବ ପିଲାଙ୍କୁ ଚିହ୍ନଟ କରି ପଢ଼ାଉଛନ୍ତି ଶିକ୍ଷକ ବିଭୁତି ରଥ : ଦୁର୍ଗମ ଅଂଚଳରେ ନିଜ ଖର୍ଚ୍ଚରେ ବୁଣୁଛନ୍ତି ଶିକ୍ଷାର ଆଲୋକ; ସ୍କୁଲ କଲେଜରେ ପଢ଼ାଉଛନ୍ତି ୧୫ ପିଲା,ଟାର୍ଗେଟ୍ ୫୦

0