breakingnews ରାଜ୍ୟରେ ପୁଣି ୧୧୯ ପିଲାଙ୍କୁ କରୋନା : ୨୪ ଘଂଟା ମଧ୍ୟରେ ୮୪୯ ନୂଆ ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୬୧ ସଂକ୍ରମିତ ଚିହ୍ନଟ; ୬୮ ହଜାର ୬୬୭ ନମୂନା ପରୀକ୍ଷା, ପଜିଟିଭ ହାର ୧ ଦଶମିକ ୨୩ ପ୍ରତିଶତ; ସେପଟେ ୬୯ ମୃତ୍ୟୁର ହିସାବ ଦେଲେ ସରକାର by Rituparna Routray by Rituparna Routray 29 Aug 2021 14:08 IST Link copied! Copy failed! by Rituparna Routray by Rituparna Routray 29 Aug 2021 14:08 IST Link copied! Copy failed!