ଯାତ୍ରା, ଅପେରା, ଡ୍ରାମା ମେଲୋଡିକୁ ମିଳିଲା ଅନୁମତି । ଖୋଲା ପଡ଼ିଆରେ ୨ ହଜାର ଦର୍ଶକଙ୍କୁ ନେଇ ହୋଇପାରିବ ପରିବେଷଣ । ବନ୍ଦ କୋଠରୀରେ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି । ରାତି କର୍ଫ୍ୟୁ ବଳବତର ଥିବାରୁ କେମିତି ହେବ ପରିବେଷଣ ବଢ଼ିଲା ଦ୍ୱନ୍ଦ୍ୱ

1