ଭୟଙ୍କର ହେଉଛି ଜଳକା ନଦୀର ବନ୍ୟା ସ୍ଥିତି । ୧୫ଟି ମୁଖ୍ୟ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ । ବନ୍ୟାଜଳରେ ୧୦୦ରୁ ଅଧିକ ଗାଁ ଜଳବନ୍ଦୀ । ୩ହଜାର ହେକ୍ଟରରୁ ଅଧିକ ଚାଷ ଜମି ଜଳମଗ୍ନ । ବସ୍ତା ଏସଡିପିଓ, ଅବକାରୀ ଅଫିସ ଭିତରେ ପଶିଲା ପାଣି । ବିଦ୍ୟୁତ୍ ସେକ୍ସନରେ ପାଣି ପଶିବାରୁ ବିଦ୍ୟୁତ୍ ସରବରାହ ବନ୍ଦ । ବନ୍ୟାଜଳ ଅଧିକ ହେବାରୁ ପେଜଗଳା ଚଟାଣ ରାସ୍ତାକୁ ବନ୍ଦ କଲା ପ୍ରଶାସନ ।
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)