ଭୀମପୁର ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଗୋଷ୍ଠୀ ସଂଘର୍ଷ ବେଳେ ବୋମାମାଡରେ କମ୍ପିଲା ଗାଁ । ବୋମାମାଡରେ ୪ ଆହତ, ସମସ୍ତଙ୍କୁ ପାତ୍ରପୁର ମେଡିକାଲରେ ଭର୍ତ୍ତି । ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ ହୋଇଥିବା ସୂଚନା । ଘଟଣାସ୍ଥଳରେ ଚିକିଟି ଏସଡିପିଓ ଏବଂ ଜରଡା ଥାନା ପୋଲିସ ଟିମ୍ ।
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)