breakingnewsବିଳମ୍ବିତ ରାତିରେ ପୁରୀର ବଳଙ୍ଗା ଥାନାରେ ବିସ୍ଫୋରଣ । ବିସ୍ଫୋରଣରେ ଉଡିଲା ଥାନାର ଛାତ, ଭୁଶୁଡିଲା କାନ୍ଥ । ତୀବ୍ର ବିସ୍ଫୋରଣରେ ଥରିଉଠିଲା ଖଣ୍ଡମଣ୍ଡଳ । ଆଇଆଇସି ଅଫିସ, ହାଜତ ସମେତ ସବୁ ମାଟିରେ ମିଶିଲା । କେଉଁ କାରଣରୁ ବିସ୍ଫୋରଣ ଘଟିଛି ଏଯାଏଁ ସ୍ପଷ୍ଟ ହୋଇନି ।byRituparna RoutraybyRituparna Routray 28 Sep 2021 07:32 IST Link copied!Copy failed!byRituparna RoutraybyRituparna Routray 28 Sep 2021 07:32 IST Link copied!Copy failed!