breakingnewsବିଧାନସଭାରେ ଓଡିଶା ମ୍ୟୁନିସିପାଲ ଆଇନ ସଂଶୋଧନ ବିଲ ଆଗତ । ସଂଶୋଧନ ବିଲରେ ୫୦ ପ୍ରତିଶତ ଭିତରେ ସଂରକ୍ଷଣ ବ୍ୟବସ୍ଥା । ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ । ସଂରକ୍ଷଣ ବ୍ୟବସ୍ଥା ୫୦ ପ୍ରତିଶତ ଅତିକ୍ରମ କରିବ ନାହିଁ । ପଛୁଆବର୍ଗଙ୍କ ପାଇଁ ୨୭ ପ୍ରତିଶତ ଭିତରେ ସଂରକ୍ଷଣ ବ୍ୟବସ୍ଥା ରହିବ । ବିଲ ପାରିତ ହେଲେ ପୌରନିର୍ବାଚନ ପାଇଁ ଫିଟିବ ବାଟbyRamakrushna BarikbyRamakrushna Barik 06 Sep 2021 18:45 IST Link copied!Copy failed!byRamakrushna BarikbyRamakrushna Barik 06 Sep 2021 18:45 IST Link copied!Copy failed!