ବିଜେଡି-ବିଜେପି ପରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି କଂଗ୍ରେସ । ୮ ଲୋକସଭା ଓ ୪୯ ବିଧାନସଭା ଆସନ ପାଇଁ ତାଲିକା ଘୋଷଣା କରିଛି ଦଳ । ୫ ମହିଳାଙ୍କୁ ମିିଳିଛି ଟିକେଟ ।

5