ବିଜୁଳି ପରେ ଆସୁନି ପାଣି : କଟକ ବଡ଼ ମେଡିକାଲରେ ଗତରାତିରୁ ବିଭିନ୍ନ ୱାର୍ଡକୁ ପାଣି ଯୋଗାଣ ବନ୍ଦ, ମେଡିକାଲ ପରିସରରେ ଥିବା ଶୌଚାଳୟରେ ମଧ୍ୟ ପାଣି ଆସୁନଥିବା ଅଭିଯୋଗ; ଦୁଇ ଦିନ ଅନ୍ଧାରରେ ଥିଲା ରାଜ୍ୟର ସବୁଠୁ ବଡ଼ ବଡ଼ ମେଡ଼ିକାଲ By Rituparna Routray On Oct 2, 2023 - 2:02 PM 0 Share 0 Share FacebookTwitterGoogle+WhatsAppTelegramEmailPrint