ବାତ୍ୟା ୟାସ୍ ପ୍ରଭାବରେ ଜୁଆରିଆ ରହିବ ସମୁଦ୍ର : ଭଦ୍ରକରେ ୭ କିମି ଯାଏଁ ସ୍ଥଳ ଭାଗକୁ ମାଡି ଆସିବ ସମୁଦ୍ର ପାଣି; କେନ୍ଦ୍ରାପଡା ଓ ବାଲେଶ୍ୱରରେ ଅଢେଇ କିମି ଯାଏଁ ପାଣି ଆସିବା ନେଇ ପାଣିପାଗ ବିଭାଗର ଆକଳନ

2