ବହୁ ଚର୍ଚ୍ଚିତ ମମିତା ମେହେର ମୃତ୍ୟୁ ମାମଲା : ଆଉ ଜଣେ ଅଭିଯୁକ୍ତ ବାହାରେ ବୁଲିଛି କହି କାହାକୁ ଇସାରା କଲେ ମମିତାଙ୍କ ମା,ବଢିଲା ଚର୍ଚ୍ଚା; ନ୍ୟାୟ ପାଇଁ ସିବିଆଇ ତଦନ୍ତ ଦାବି କଲେ ତୁଳସୀ ମେହେର, ପରିବାରବର୍ଗଙ୍କୁ ଭେଟିଲେ ରାଜ୍ୟ ବିଜେପି ସଭାପତିଙ୍କ ସହ ସାଂସଦ ସଂଗୀତା ସିଂଦେଓ

0