ବଢ଼ିଲା ତିର୍ତୋଲ ବିଧାୟକ ବିଜୟଶଙ୍କରଙ୍କ ଅଡ଼ୁଆ : କଟକ ସବରେଜିଷ୍ଟ୍ରାର ଅଫିସରେ ହାଇକୋର୍ଟଙ୍କ କପି ଦାଖଲ କଲେ ସୋମାଲିକା; କହିଲେ, ନ୍ୟାୟ ନମିଳିବା ଯାଏଁ ବନ୍ଦ ରହୁ ବିଧାୟକଙ୍କ ବାହାଘର

0